Ended
ସମ୍ବଲପୁରୀ ସ୍ପନ୍ଦନ (A Sambalpuri Poem Competition)
A community awards showcase celebrating creative work, public participation, and standout submissions from Paikmal.
CategoryWriting
Entries2 registered
VotingMay 23, 2026 - Jul 15, 2026
ResultsJul 16, 2026 6:00 PM
FormatImage
Description & rules
ପ୍ରତିଯୋଗୀ ମାନେ ନିଜର ନିଜର ସମ୍ବଲପୁରୀ କବିତା ଏନ୍ତା ବିଷୟ ରେ ଲେଖ୍ ବାର୍ କଥା ଯେନ୍ ଟା କି ଆମର୍ ମାଟି ଆଉ ଜୀବନ୍ ଶୈଲୀ ସଙ୍ଗେ ଜଡ଼ିତ୍ ହେଉ ଥିବାର୍ କଥା
କବିତା ମାନେ ଗନ୍ଧମାର୍ଦ୍ଦନ ପାହାଡ଼, ନୃସିଂହ ନାଥ , ଆମର ଆଞ୍ଚଲିକ୍ ନଦୀ, ଜଙ୍ଗଲ ଆଉ ଗାଁ ମାନ୍ କୁ ଦର୍ଶାଉଥିବାର କଥା ନୂଆଁଖାଇ, ପୁଓ ଜିଉଁତିଆ, ଆଞ୍ଚଲିକ୍ କଳା, ପରମ୍ପରା, ଫି ଦିନର୍ କାମ୍ ବୁତା ଆଉ ଲୋକ୍ ମାନ୍ କର୍ ହସଖୁସି
ସାଧାରନ୍ ବିଷୟ
ଲୋକ୍ ମାନ୍ କର୍ ଭାବ୍ ନା, ସମ୍ପର୍କ, ମଡର୍ନ ଜୀବନ୍
ନିୟମ୍
- କବିତା ଟା ସମ୍ବଲପୁରୀ ରେ ଲେଖା ହେଇଥିବାର କଥା ଆଉ ପଢ଼ିବାର କଥା
- କବିତା ଟା ନିଜେ ଲେଖି ଥିବାର କଥା, କେନସି ବହି, ସୋସିଆଲ ମିଡିଆ କି କେନ୍ ସି କବି ନୁ ଲେଖା ହେଇ ନି ଥିବାର କଥା ନାଇ ତ ତାହା କେ ପ୍ରତିଯୋଗିତା ନୁ ବାହାର କରି ଦିଆ ଯିବା
- ଗୁଟେ ପ୍ରତିଯୋଗୀ ଗୋଟେ ହି କବିତା ଦେଇ ପାର୍ବେ
- ଲେଖା ଟା ଭଲଭାବେ ଡିଜାଇନ ବି କରିପାରବେ
- ଲେଖା ଟା ସଫା ଆଉ ସୁନ୍ଦର୍ Photo re ଦେବେ ଆଉ ଯଦି ଲେଖି କରି ଦେବେ ବେଲେ ସଫା ରୁ ସୁନ୍ଦର ହାତ ଲେଖା ହେଇ ଥିବାର କଥା

TypeImage
Max upload100 MB
Entry₹ 50.00
ResultsJul 16, 2026 6:00 PM
Awards & prizes
- Winner: ₹2,000 cash with trophy, certificate, and gift hampers.
- 1st & 2nd runners: ₹1,000 cash with certificate, and gift hampers.
- Other users will get participation certificates
Gallery
46 votes