ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଗୋଲ୍‌ଡେନ୍ ଷ୍ଟାର୍ କ୍ରିକେଟ୍ କ୍ଲବ ପକ୍ଷରୁ ଚାଲିଥିବା ୧୩ତମ ସର୍ବଭାରତୀୟ ଗୋଲ୍‌ଡେନ୍ ଷ୍ଟାର୍ କ୍ରିକେଟ୍ କପ୍‌ର ଆଜି ଦ୍ୱିତୀୟ ଦିବସରେ ତାଲଚେର ଓ ରାଞ୍ଚି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଲଚେର ଦଳ ବିଜୟୀ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସନମ ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ ଖେଳ ପରିଚାଳନା, ସୁନୀଲ ଓ ସନ୍ତୋଷ ସ୍କୋରର୍ ଏବଂ ବୁଦ୍ଧଦେବ ମହାରଣା ଓ କୁମାର ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁରର ଆଇଆଇସି ମମତା ନାୟକ ଯୋଗଦେଇ ତାଲଚେର ଦଳର ଜଗତଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, ପପୁ, ଦେବା, ପ୍ରଦୀପ, ଯତୀନ, ସୌରଭ, ଜଗନ୍ନାଥ ପ୍ରମୁଖ ସହଯୋଗ କରିଥିଲେ।

What's your reaction?

YOGESH AGRAWAL

4 followers Bargarh, Odisha

About Happy Paikmal Happy Paikmal is a digital media and community platform dedicated to sharing the latest news, local updates, cultural stories, events, education news, public awareness, and positive happenings from Paikmal and nearby regions. Our mission is to connect people through trustworthy information, creativity, and community support. We believe in promoting the voice, culture, talent, and development of Paikmal while keeping everyone informed and united. From local breaking news to inspirational stories, Happy Paikmal works to create a positive and informative online space for everyone. Through social media, creative designs, videos, and digital reporting, we aim to make local news more engaging, accessible, and impactful for the community. Our Vision To become the most trusted and leading local digital media platform representing Paikmal and surrounding areas. Our Mission Deliver fast and reliable local news Promote culture, talent, and community voices Spread positivity and public awareness Support youth, education, and social development Stay Connected. Stay Updated. Stay Happy with Happy Paikmal ❤️ #HappyPaikmal #PaikmalNews #TeamHappyPaikmal #PadampurNews

View all articles

Comments (0)